Panchang
Advertisment
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ବୁଧବାର । ଚନ୍ଦ୍ର-ତୁଳା ଅହୋରାତ୍ର। ତିଥି-୧୦ ମୀ ରାତ୍ରି ୧୦.୨୯ ଗତେ ୧୧ ଶୀ । ଘାତଚନ୍ଦ୍ର- ନାସ୍ତି। ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭ ସମୟ-
ପ୍ରାତଃ–୦୬.୨୨ ରୁ ୦୮.୩୨
ଦିବା- ୧୦.୪୧ ରୁ ୧୧.୪୬
ଦିବା- ୦୧.୩୪ ରୁ ୦୩.୪୪
ସନ୍ଧ୍ୟା- ୦୬.୦୩ ରୁ ୦୬.୫୬
ରାତ୍ରି- ୦୮.୪୨ ରୁ ୦୩.୦୫
ନିଶାନ୍ତ- ୦୪.୪୪ ରୁ ୦୬.୨୨
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୪୬ ରୁ ୦୧.୦୭
କାଳବେଳା- ଦିବା ୦୯.୦୪ ରୁ ୧୦.୨୫
ବାରବେଳା-ଦିବା ୧୧.୪୬ ରୁ ୦୧.୦୭
କାଳରାତ୍ରି- ରାତ୍ରି ୦୩.୦୫ ରୁ ୦୪.୪୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1734662948.jpg)