Panchang Today
Advertisment
ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୧୪ଶୀ ନିଶାନ୍ତ ୦୫.୪୭ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୨ରୁ ୦୭.୪୩
ଦିବା- ୦୯.୧୫ରୁ ୧୧.୨୪
ରାତ୍ରି- ୦୭.୪୯ରୁ ୧୦.୦୭
ରାତ୍ରି- ୦୨.୫୧ରୁ ୦୩.୪୪
ଅଶୁଭ ସମୟ
ରାହୁକାଳ- ପ୍ରାତଃ ୦୭.୪୩ରୁ ୦୯.୦୪
କାଳବେଳା- ପ୍ରାତଃ ୦୭.୪୩ରୁ ୦୯.୦୪
ବାରବେଳା- ଦିବା ୦୨.୨୮ରୁ ୦୩.୪୯
କାଳରାତ୍ରି- ରାତ୍ରି ୧୦.୦୭ରୁ ୧୧.୪୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703470285.jpg)