ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର। ଚନ୍ଦ୍ର- ମୀନ ଅହୋରାତ୍ର। ତିଥି- ୧୨ଶୀ ଦିବା ୧୧.୪୫ ଗତେ ୧୩ଶୀ।ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୮.୫୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୧.୪୫ ପର୍ଯ୍ୟନ୍ତ।
ଶୁଭସମୟ-
ପ୍ରାତଃ- ୦୫.୨୫ ରୁ ୦୬.୧୫
Also Read
ପ୍ରାତଃ- ୦୭.୦୬ ରୁ ୦୮.୩୫
ଦିବା- ୧୨.୧୦ ରୁ ୦୨.୪୧
ଦିବା- ୦୪.୨୩ ରୁ ୦୬.୦୪
ରାତ୍ରି- ୦୭.୩୪ ରୁ ୦୮.୫୪
ରାତ୍ରି- ୦୧.୩୭ ରୁ ୦୩.୫୩
ଅଶୁଭସମୟ-
ରାହୁକାଳ- ଦିବା ୧୦.୦୯ ରୁ ୧୧.୪୪
କାଳବେଳା- ଦିବା ୧୦.୦୯ ରୁ ୧୧.୪୪
ବାରବେଳା- ଦିବା ୦୮.୩୫ ରୁ ୧୦.୦୯
କାଳରାତ୍ରି- ରାତ୍ରି ୦୮.୫୪ ରୁ ୧୦.୧୯