Panchang today 24th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି- ଭୂମି ଦାନ ଦିବା ୦୧.୪୦ ଗତେ ୨ ପାଦ କୃଷି ଓ ବଂଶ ହାନି- ଭୂମି ଓ ତିଳକାଞ୍ଚନ ଦାନ

Today Panchang,

ଶୁଭ ସମୟ:

ପ୍ରାତଃ- ୦୬.୨୭ ରୁ ୦୮.୫୧

ଦିବା- ୦୧.୦୮ ରୁ ୦୩.୧୪
ଦିବା -୦୪.୦୨ ରୁ ୦୪.୦୮
ରାତ୍ରି- ୦୮.୦୨ ରୁ ୦୯.୩୮
ରାତ୍ରି- ୧୨.୦୨ ରୁ ୦୧.୦୯
ରାତ୍ରି- ୦୨.୩୯ ରୁ ୦୫.୩୯

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୦୮ ରୁ ୦୫.୩୮
କାଳ ବେଳା –ଦିବା ୧୧.୩୮ ରୁ ୦୧.୦୮
ବାର ବେଳା –ଦିବା ୧୦.୦୮ ରୁ ୧୧.୩୮
କାଳରାତ୍ରି –ରାତ୍ରି ୦୧.୦୯ ରୁ ୦୨.୩୯