Advertisment

Panchang Today 24th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ତାରିଖ ଶନିବାର।ଚନ୍ଦ୍ର- ମୀନ ଦିବା ୦୧.୪୭ ମେଷ।ତିଥୀ- ୧୨ଶୀ ସନ୍ଧ୍ୟା ୦୭.୨୦ ଗତେ ୧୩ ଶୀ।ଘାତଚନ୍ଦ୍ର- ଧନୁ ରାଶୀର , ଦିବା ୦୧.୪୭ ଗତେ ମେଷ ରାଶିର।

ଅଦ୍ୟତନ ହୋଇଛି
undefined

Panchang

Advertisment

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୪ତାରିଖ ଶନିବାର।ଚନ୍ଦ୍ର- ମୀନ ଦିବା ୦୧.୪୭ ମେଷ।ତିଥୀ- ୧୨ଶୀ ସନ୍ଧ୍ୟା ୦୭.୨୦ ଗତେ ୧୩ ଶୀ।ଘାତଚନ୍ଦ୍ର- ଧନୁ ରାଶୀର , ଦିବା ୦୧.୪୭ ଗତେ ମେଷ ରାଶିର। ଘାତବାର-ବୃଷ,ସିଂହ,ଓ କନ୍ୟା ରାଶିର। ପୁଷ୍କର ଦୋଷ-୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୭.୨୦ ଗତେ ୦୧ ପାଦ-କୃଷିହାନି- ଭୂମିଦାନ।

Advertisment

ଶୁଭସମୟ-

ଦିବା-୧୦.୦୫ ରୁ ୧୨.୦୯

ଦିବା- ୦୨.୫୯ ରୁ ୦୩.୩୮

ରାତ୍ରି-୦୭.୩୭ ରୁ ୦୭.୪୨

ରାତ୍ରି-୧୧.୨୧ ରୁ ୦୧.୩୨

ରାତ୍ରି-୦୩.୦୦ ରୁ ୦୩.୪୯

ଅଶୁଭସମୟ-

ରାହୁକାଳ- ଦିବା ୦୮.୨୭ ରୁ ୧୦.୦୫

କାଳବେଳା-ପ୍ରାତଃ ୦୫.୧୨ ରୁ ୦୬.୪୯ ଓ ଦିବା ୦୪.୩୫ ରୁ ୦୬.୧୫

ବାରବେଳା- ଦିବା ୦୧.୨୧ ରୁ ୦୨.୫୯

କାଳରାତ୍ରି-  ସନ୍ଧ୍ୟା ୦୬.୧୫ ରୁ ୦୭.୩୭ ଓ ରାତ୍ରି ୦୩.୪୯ ରୁ ୦୫.୧୧

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ