Panchang Today 24th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହଶାନ୍ତି ପୂଜା କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଶନିବାର । ଚନ୍ଦ୍ର – ସିଂହ ଅହୋରାତ୍ର,ତିଥି – ୬ଷ୍ଠୀ ରାତ୍ରି ୧୦.୧୭ ଗତେ ୭ମୀ,ଘାତ ଚନ୍ଦ୍ର – କର୍କଟ, ମକର ଅହୋରାତ୍ର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ ପାଦ - କୃଷିହାନି-ଭୂମିଦାନ ରାତ୍ରି ୧୦.୧୭ ଗତେ ୨ ପାଦ

ଶୁଭ ସମୟ:

ଦିବା ୧୦.୧୦ ରୁ ୧୨.୧୫

ଦିବା ୦୩.୦୭ ରୁ ୦୩.୪୬

ରାତ୍ରି ୦୭.୪୬ ରୁ ୦୭.୫୧

ରାତ୍ରି ୦୩.୦୩ ରୁ ୦୩.୫୨

ଅଶୁଭ ସମୟ:

ଋାହୁକାଳ – ଦିବା ୦୮.୩୧ ରୁ ୧୦.୧୦

କାଳବେଳା – ପ୍ରାତଃ ୦୫.୧୩ ରୁ ୦୬.୫୨ ଓ ଦିବା ୦୪.୪୫ ରୁ ୦୬.୨୪

ବାରବେଳା – ଦିବା ୦୧.୨୮ ରୁ ୦୩.୦୭

କାଳରାତ୍ରି – ସନ୍ଧ୍ୟା ୦୬.୨୪ ରୁ ୦୭.୪୬ ଓ ରାତ୍ରି ୦୯.୦୬ ରୁ ୧୦.୨୭