Panchang Today 24th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କନ୍ୟା ରାତ୍ରି ୦୧.୫୦ ଗତେ ତୁଳା। ତିଥି-୯ମୀ ରାତ୍ରି ୦୭.୫୨ ଗତେ ୧୦ ମୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୫୦ ପର୍ଯ୍ୟନ୍ତ। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Panchang

ଶୁଭ ସମୟ-

ପ୍ରାତଃ–୦୬.୨୨ ରୁ ୦୭.୦୫

ଦିବା- ୦୯.୦୪ ରୁ ୧୧.୨୪

ସନ୍ଧ୍ୟା- ୦୫.୧୦ ରୁ ୦୬.୪୯

ରାତ୍ରି- ୦୭.୪୮ ରୁ ୧୦.୦୭

ସନ୍ଧ୍ୟା- ୦୫.୧୦ ରୁ ୦୬.୪୯

ରାତ୍ରି- ୦୮.୨୮ ରୁ ୦୮.୪୧

ରାତ୍ରି- ୦୯.୩୪ ରୁ ୧୨.୧୨

ରାତ୍ରି- ୦୧.୫୮ ରୁ ୦୩.୪୪

ନିଶାନ୍ତ- ୦୪.୩୬ ରୁ ୦୬.୨୨

ଅଶୁଭ ସମୟ-

ରାହୁକାଳ- ଦିବା ୦୨.୨୮ ରୁ ୦୩.୪୯

କାଳବେଳା- ଦିବା ୦୧.୦୭ ରୁ ୦୨.୨୮

ବାରବେଳା-ପ୍ରାତଃ ୦୭.୪୩ ରୁ ୦୯.୦୪

କାଳରାତ୍ରି- ସନ୍ଧ୍ୟା ୦୬ ରୁ ୦୮.୨୮