Panchang
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ରାତ୍ରି ୦୩.୨୪ ଗତେ ମୀନ । ତିଥି- ୧୧ଶୀ ଦିବା ୦୨.୩୨ ଗତେ ୧୨ଶୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ରାତ୍ରି ୦୩.୨୪ ଗତେ ଧନୁ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୧୦.୪୭ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୩୨ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ- ୦୫.୨୫ ରୁ ୦୭.୦୭
ଦିବା- ୧୦.୨୯ ରୁ ୦୧.୦୦
ରାତ୍ରି- ୦୨.୨୩ ରୁ ୦୩.୦୯
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୧୯ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୯
ବାରବେଳା- ଦିବା ୦୪.୨୯ ରୁ ୦୬.୦୩
କାଳରାତ୍ରି- ରାତ୍ରି ୧୧.୪୪ ରୁ ୦୧.୦୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)