Panchang
Advertisment
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୩ତାରିଖ ଶୁକ୍ରବାର।ଚନ୍ଦ୍ର- ମୀନ ଅହୋରାତ୍ର। ତିଥୀ- ୧୧ଶୀ ରାତ୍ରି ୧୦.୩୦ ଗତେ ୧୨ଶୀ। ଘାତଚନ୍ଦ୍ର- ଧନୁ ରାଶୀର ଅହୋରାତ୍ର। ଘାତବାର-ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ-ରାତ୍ରି ୧୦.୩୦ ଗତେ ୧ପାଦ- ପଶୁସମ୍ପଦ ନାଶ-ଅନ୍ନଦାନ।
Advertisment
ଶୁଭସମୟ-
ପ୍ରାତଃ-୦୬.୦୪ ରୁ ୦୬.୫୬
ଦିବା- ୧୨.୦୯ ରୁ ୦୨.୪୬
ସନ୍ଧ୍ୟା-୦୬.୧୪ ରୁ ୦୮.୨୬
ରାତ୍ରି-୧୨.୪୯ ରୁ ୦୩.୦୦
ରାତ୍ରି-୦୩.୪୪ ରୁ ୦୫.୧୨
ଅଶୁଭସମୟ-
ରାହୁକାଳ- ଦିବା ୧୦.୦୫ ରୁ ୧୧.୪୩
କାଳବେଳା-ଦିବା ୧୦.୦୫ ରୁ ୧୧.୪୩
ବାରବେଳା- ଦିବା ୦୮.୨୭ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୫୯ ରୁ ୧୦.୨୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)