Panchang Today 23rd October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ସୋମବାର। ଚନ୍ଦ୍ର- ମକର ରାତ୍ରି ୦୪.୨୨ ଗତେ କୁମ୍ଭ, ତିଥି – ୯ମୀ ସନ୍ଧ୍ୟା ୦୫.୪୫ ଗତେ ୧୦ମୀ, ଘାତ ଚନ୍ଦ୍ର-  ସିଂହ ରାଶିର, ରାତ୍ରି ୦୪.୨୨ ଗତେ ମିଥୁନ ଓ ମୀନ ରାଶିର, ଘାତ ବାର –  ମିଥୁନ ରାଶିର, ପୁଷ୍କର ଦୋଷ – ନାସ୍ତି

Today Panchang,

ଶୁଭ ସମୟ:

ପ୍ରାତଃ – ୦୫.୪୭ ରୁ ୦୭.୧୩

ଦିବା – ୦୮.୫୦ ରୁ ୧୧.୦୮
ରାତ୍ରି – ୦୭.୪୫ ରୁ ୦୯.୫୬
ରାତ୍ରି – ୦୨.୨୬ ରୁ ୦୩.୧୭

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୭.୧୩ ରୁ ୦୮.୩୯
କାଳବେଳା – ପ୍ରାତଃ ୦୭.୧୩ ରୁ ୦୮.୩୯
ବାରବେଳା –  ଦିବା ୦୨.୨୨ ରୁ ୦୩.୪୮
କାଳ ରାତ୍ରି – ରାତ୍ରି ୦୯.୫୬ ରୁ ୧୧.୩୧