Panchang Today 23rd December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ତିଥି-ଅଷ୍ଟମୀ ସନ୍ଧ୍ୟା ୦୫.୦୮ ଗତେ ନବମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୦୯ ପର୍ଯ୍ୟନ୍ତ ।

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର ।ଚନ୍ଦ୍ର-କନ୍ୟା ଅହୋରାତ୍ର। ତିଥି-ଅଷ୍ଟମୀ ସନ୍ଧ୍ୟା ୦୫.୦୮ ଗତେ ନବମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୦୯ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ–୦୬.୨୧ ରୁ ୦୭.୪୨

ଦିବା- ୦୯.୧୪ ରୁ ୧୧.୨୪

ରାତ୍ରି- ୦୭.୪୮ ରୁ ୧୦.୦୭

ରାତ୍ରି- ୦୨.୫୦ ରୁ ୦୩.୪୩

ଅଶୁଭ ସମୟ-

ରାହୁକାଳ- ପ୍ରାତଃ ୦୭.୪୨ ରୁ ୦୯.୦୩

କାଳବେଳା- ପ୍ରାତଃ ୦୭.୪୨ ରୁ ୦୯.୦୩

ବାରବେଳା-ଦିବା ୦୨.୨୭ ରୁ ୦୩.୪୯

କାଳରାତ୍ରି- ରାତ୍ରି ୧୦.୦୭ ରୁ ୧୧.୪୬