Panchang
Advertisment
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ସୋମବାର ।ଚନ୍ଦ୍ର-କନ୍ୟା ଅହୋରାତ୍ର। ତିଥି-ଅଷ୍ଟମୀ ସନ୍ଧ୍ୟା ୦୫.୦୮ ଗତେ ନବମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୦୯ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ-
ପ୍ରାତଃ–୦୬.୨୧ ରୁ ୦୭.୪୨
ଦିବା- ୦୯.୧୪ ରୁ ୧୧.୨୪
ରାତ୍ରି- ୦୭.୪୮ ରୁ ୧୦.୦୭
ରାତ୍ରି- ୦୨.୫୦ ରୁ ୦୩.୪୩
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୪୨ ରୁ ୦୯.୦୩
କାଳବେଳା- ପ୍ରାତଃ ୦୭.୪୨ ରୁ ୦୯.୦୩
ବାରବେଳା-ଦିବା ୦୨.୨୭ ରୁ ୦୩.୪୯
କାଳରାତ୍ରି- ରାତ୍ରି ୧୦.୦୭ ରୁ ୧୧.୪୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1734662948.jpg)