Panchang
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ।ଚନ୍ଦ୍ର- କୁମ୍ଭ ଦିବା ୧୨.୦୭ ଗତେ ମୀନ। ତିଥୀ- ୧୦ମୀ ରାତ୍ରି ୦୧.୧୨ ଗତେ ୧୧ଶୀ।ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୧୨.୦୭ ଗତେ ଧନୁ ରାଶୀର। ଘାତବାର-ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ପାଦ- କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୪୭ ପର୍ଯ୍ୟନ୍ତ।
ଶୁଭସମୟ-
ପ୍ରାତଃ-୦୫.୧୨ ରୁ ୦୬.୦୪
ଦିବା- ୦୯.୩୩ ରୁ ୧୧.୧୭
ସନ୍ଧ୍ୟା-୦୬.୫୮ ରୁ ୦୯.୦୯
ରାତ୍ରି-୦୧.୦୫ ରୁ ୦୨.୧୬
ରାତ୍ରି-୦୩.୪୪ ରୁ ୦୫.୧୨
ଅଶୁଭସମୟ-
ରାହୁକାଳ- ଦିବା ୦୧.୨୧ ରୁ ୦୨.୫୮
କାଳବେଳା-ଦିବା ୦୨.୫୮ ରୁ ୦୪.୩୬
ବାରବେଳା- ଦିବା ୦୪.୩୬ ରୁ ୦୬.୧୪
କାଳରାତ୍ରି- ରାତ୍ରି ୧୧.୪୩ ରୁ ୦୧.୦୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)