Panchang Today 22th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର। ଚନ୍ଦ୍ର- ଧନୁ ଅହୋରାତ୍ର। ତିଥି- ୮ମୀ ନିଶାନ୍ତ ୦୫.୨୩ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

Panchang

ଶୁଭସମୟ

ଦିବା- ୧୦.୨୩ ରୁ ୦୧.୦୫

ରାତ୍ରି- ୦୮.୧୮ ରୁ ୧୦.୪୧

ରାତ୍ରି- ୧୨.୧୭ ରୁ ୦୧.୫୨

ରାତ୍ରି- ୦୨.୪୦ ରୁ ୦୪.୧୬

ଅଶୁଭସମୟ

ରାହୁକାଳ- ଦିବା ୦୮.୫୩ ରୁ ୧୦.୨୩

କାଳବେଳା- ପ୍ରାତଃ ୦୫.୫୨ ରୁ ୦୭.୨୨ 

   ଦିବା ୦୪.୨୪ ରୁ ୦୫.୫୪

ବାରବେଳା- ଦିବା ୦୧.୨୩ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୫.୫୪ ରୁ ୦୭.୨୪

  ରାତ୍ରି ୦୪.୨୨ ରୁ ୦୫.୫୧