Panchang
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୨୨ ତାରିଖ ରବିବାର । ଚନ୍ଦ୍ର- ମେଷ ରାତ୍ରି ୧୧.୦୩ ଗତେ ବୃଷ । ତିଥି - ୧୨ଶୀ ରାତ୍ରି ୦୧.୨୨ ଗତେ ୧୩ଶୀ । ଘାତଚନ୍ଦ୍ର- ମେଷ ରାଶିର , ରାତ୍ରି ୧୧.୦୩ ଗତେ ବିଛା ରାଶିର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୨ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୦୧.୨୨ ଗତେ ୧ପାଦ - କୃଷିହାନି-ଭୂମିଦାନ । ସନ୍ଧ୍ୟା ୦୫.୩୮ ଗତେ ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୬.୫୮ ରୁ ୦୯.୩୬
ଦିବା – ୦୧.୨୭ ରୁ ୦୨.୫୩
ଦିବା – ୦୪.୩୯ ରୁ ୦୪.୪୫
ସନ୍ଧ୍ୟା – ୦୬.୨୪ ରୁ ୦୭.୫୧
ରାତ୍ରି – ୧୦.୪୩ ରୁ ୧୨.୫୩
ଅଶୁଭ ସମୟ -
ରାହୁକାଳ- ଦିବା ୦୪.୪୫ ରୁ ୦୬.୨୪
କାଳବେଳା - ଦିବା ୧୧.୪୮ ରୁ ୦୧.୨୭
ବାରବେଳା- ଦିବା ୧୦.୦୯ ରୁ ୧୧.୪୮
କାଳରାତ୍ରି- ରାତ୍ରି ୦୧.୦୯ ରୁ ୦୨.୩୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)