Panchang
Advertisment
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥୀ- ୯ମୀ ରାତ୍ରି ୦୩.୨୨ ଗତେ ୧୦ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର-କର୍କଟ ରାଶିର । ପୁଷ୍କର ଦୋଷ- ସନ୍ଧ୍ୟା ୦୬.୫୭ ଗତେ ୧ପାଦ- କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ-
ପ୍ରାତଃ-୦୭.୪୯ ରୁ ୦୮.୨୮
ଦିବା- ୧୦.୦୫ ରୁ ୧୧.୧୭
ଦିବା- ୦୧.୫୩ ରୁ ୦୫.୨୧
ସନ୍ଧ୍ୟା-୦୬.୧୩ ରୁ ୦୯.୫୩
ରାତ୍ରି-୧୨.୦୫ ରୁ ୦୧.୩୨
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୪୩ ରୁ ୦୧.୨୦
କାଳବେଳା-ଦିବା ୦୮.୨୮ ରୁ ୧୦.୦୫
ବାରବେଳା- ଦିବା ୧୧.୪୩ ରୁ ୦୧.୨୦
କାଳରାତ୍ରି- ରାତ୍ରି ୦୨.୨୭ ରୁ ୦୩.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740626948.jpg)