ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ରାତ୍ରି ୦୧.୪୪ ଗତେ ଧନୁ। ତିଥି- ୭ମୀ ରାତ୍ରି ୦୪.୨୪ ଗତେ ୮ମୀ
ଶୁଭସମୟ
ପ୍ରାତଃ- ୦୭.୨୯ ରୁ ୦୮.୫୩
ଦିବା- ୧୨.୧୭ ରୁ ୦୨.୪୨
ଦିବା- ୦୪.୧୮ ରୁ ୦୫.୫୪
ରାତ୍ରି- ୦୭.୩୦ ରୁ ୦୮.୫୩
ରାତ୍ରି- ୦୧.୫୩ ରୁ ୦୪.୧୬
ଅଶୁଭସମୟ
ରାହୁକାଳ- ଦିବା ୧୦.୨୩ ରୁ ୧୧.୫୩
କାଳବେଳା- ଦିବା ୧୦.୨୩ ରୁ ୧୧.୫୩
ବାରବେଳା- ଦିବା ୦୮.୫୩ ରୁ ୧୦.୨୩
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୩