Panchang Today 21st December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଚନ୍ଦ୍ର-ସିଂହ ଅହୋରାତ୍ର,ତିଥି-୬ଷ୍ଠୀ ଦିବା ୧୨.୨୧ ଗତେ ୭ମୀ,ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୨.୨୧ ଗତେ ୨ ପାଦ-କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ନିଶାନ୍ତ ୦୬.୧୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭସମୟ:

ପ୍ରାତଃ–୦୭.୪୭ ରୁ ୦୯.୦୨

ଦିବା- ୧୨.୦୬ ରୁ ୦୧.୦୫

ଦିବା- ୦୨.୨୬ ରୁ ୦୨.୫୯

ଦିବା- ୦୩.୪୨ ରୁ ୦୩.୪୭

ରାତ୍ରି-୦୨.୪୯ ରୁ ୦୩.୪୨

ଅଶୁଭସମୟ:

ରାହୁକାଳ- ଦିବା ୦୯.୦୨ ରୁ ୧୦.୨୩

କାଳବେଳା- ପ୍ରାତଃ ୦୬.୨୦ ରୁ ୦୭.୪୧ ଓ ଦିବା ୦୩.୪୭ ରୁ ୦୫.୦୯

ବାରବେଳା-ଦିବା ୦୧.୦୫ ରୁ ୦୨.୨୬

କାଳରାତ୍ରି- ସନ୍ଧ୍ୟା ୦୫.୦୯ ରୁ ୦୬.୪୮

ନିଶାନ୍ତ ୦୪.୪୨ ରୁ ୦୬.୨୧