Today Panchang,
Advertisment
ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ ଗୁରୁବାର । ଚନ୍ଦ୍ର- ମୀନ ରାତ୍ରି ୧୦.୦୯ ଗତେ ମେଷ । ତିଥି- ୯ମୀ ଦିବା ୦୯.୩୭ ଗତେ ୧୦ମୀ । ଘାତଚନ୍ଦ୍ର- ଧନୁ ରାଶିର , ରାତ୍ରି ୧୦.୦୯ ଗତେ ମେଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୦ ରୁ ୦୭.୪୬
ସନ୍ଧ୍ୟା- ୦୬.୦୧ ରୁ ୦୯.୩୨
ରାତ୍ରି- ୦୧.୨୩ ରୁ ୦୩.୪୨
ନିଶାନ୍ତ- ୦୪.୩୫ ରୁ ୦୬.୨୦
ଅଶୁଭ ସମୟ
ରାହୁକାଳ - ଦିବା ୦୧.୦୫ ରୁ ୦୨.୨୬
କାଳବେଳା- ଦିବା ୦୨.୨୬ ରୁ ୦୩.୪୭
ବାରବେଳା- ଦିବା ୦୩.୪୭ ରୁ ୦୫.୦୮
କାଳରାତ୍ରି- ରାତ୍ରି ୧୧.୪୪ ରୁ ୦୧.୨୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695359594.jpg)