ସୈାର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର- ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
Also Read
ଶୁଭ ସମୟ:
ପ୍ରାତଃ- ୦୬.୦୧ ରୁ ୦୭.୨୪
ରାତ୍ରି- ୦୭.୩୮ ରୁ ୦୯.୫୪
ରାତ୍ରି- ୦୨.୩୪ ରୁ ୦୩.୨୬
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୨୪ ରୁ ୦୮.୪୬
କାଳବେଳା- ପ୍ରାତଃ ୦୭.୨୪ ରୁ ୦୮.୪୬
ବାରବେଳା- ଦିବା ୦୨.୧୭ ରୁ ୦୩.୩୯
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୨