Panchang
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର- ମକର ପ୍ରାତଃ ୦୭.୩୪ ଗତେ କୁମ୍ଭ।ତିଥୀ- ୭ମୀ ପ୍ରାତଃ ୦୫.୫୨ ଗତେ ୮ମୀ ନିଶାନ୍ତ ୦୪.୫୫ ଗତେ ୯ମୀ। ଘାତଚନ୍ଦ୍ର- ସିଂହ ରାଶିର , ପ୍ରାତଃ ୦୭.୩୪ ଗତେ ମିଥୁନ ଓ ମୀନ ରାଶିର। ଘାତବାର-ମକର ରାଶିର। ପୁଷ୍କର ଦୋଷ- ୨ପାଦ-କୃଷି ଓ ପଶୁହାନୀ-ଭୂମି ଓ ଅନ୍ନଦାନ ପ୍ରାତଃ ୦୫.୫୨ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭସମୟ-
ପ୍ରାତଃ-୦୫.୧୩ ରୁ ୦୬.୫୦
ଦିବା- ୦୯.୩୩ ରୁ ୧୨.୦୯
ଦିବା- ୦୪.୩୫ ରୁ ୦୫.୨୧
ସନ୍ଧ୍ୟା-୦୬.୧୩ ରୁ ୦୬.୫୭
ରାତ୍ରି-୧୧.୪୩ ରୁ ୧୨.୦୫
ରାତ୍ରି-୧୨.୦୫ ରୁ ୦୨.୧୬
ଅଶୁଭସମୟ-
ରାହୁକାଳ- ଦିବା ୦୨.୫୮ ରୁ ୦୪.୩୫
କାଳବେଳା-ଦିବା ୦୧.୨୦ ରୁ ୦୨.୫୮
ବାରବେଳା- ପ୍ରାତଃ ୦୬.୫୦ ରୁ ୦୮.୨୮
କାଳରାତ୍ରି- ରାତ୍ରି ୦୭.୩୫ ରୁ ୦୮.୫୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)