ଅଦ୍ୟତନ ହୋଇଛି
Panchang
Advertisment
ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୬ଷ୍ଠୀ ରାତ୍ରି ୦୨.୪୫ ଗତେ ୭ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶି। ପୁଷ୍କର ଦୋଷ- ରାତ୍ରି ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
ଶୁଭସମୟ
ପ୍ରାତଃ- ୦୫.୫୪ ରୁ ୦୭.୩୦
ଦିବା- ୧୦.୪୨ ରୁ ୦୧.୦୬
ରାତ୍ରି- ୦୨.୪୧ ରୁ ୦୩.୨୯
ଅଶୁଭସମୟ
ରାହୁକାଳ- ଦିବା ୦୧.୨୪ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୪
ବାରବେଳା- ଦିବା ୦୪.୨୪ ରୁ ୦୫.୫୪
କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)