Panchang
Advertisment
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୬ଷ୍ଠୀ ଦିବା ୦୯.୫୮ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ଦିବା ୦୯.୫୮ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
Advertisment
ଶୁଭ ସମୟ-
ପ୍ରାତଃ- ୦୬.୨୭ ରୁ ୦୭.୫୦
ଦିବା- ୧୦.୫୧ ରୁ ୦୧.୦୩
ଦିବା- ୦୪.୦୫ ରୁ ୦୪.୪୩
ସନ୍ଧ୍ୟା- ୦୬.୧୯ ରୁ ୦୮.୫୫
ରାତ୍ରି- ୧୧.୫୭ ରୁ ୦୨.୫୯
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୫୦ ରୁ ୦୯.୧୨
କାଳବେଳା- ପ୍ରାତଃ ୦୭.୫୦ ରୁ ୦୯.୧୨
ବାରବେଳା- ଦିବା ୦୨.୪୨ ରୁ ୦୪.୦୫
କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୫୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1736738343.jpg)