Panchang Today 20th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜନ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର-ସିଂହ ଅହୋରାତ୍ର,ତିଥି-୫ମୀ ଦିବା ୧୦.୪୯ ଗତେ ୬ଷ୍ଠୀ,ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ–୦୬.୨୦ ରୁ ୦୭.୦୩

ପ୍ରାତଃ- ୦୭.୪୬ ରୁ ୦୯.୦୨

ଦିବା- ୧୨.୦୫ ରୁ ୦୨.୫୮

ଦିବା- ୦୩.୪୨ ରୁ ୦୫.୦୮

ସନ୍ଧ୍ୟା-୦୬.୦୧ ରୁ ୦୮.୨୬

ରାତ୍ରି-୧୨.୧୦ ରୁ ୦୧.୫୬

ରାତ୍ରି- ୦୨.୪୯ ରୁ ୦୪.୩୫

ଅଶୁଭସମୟ:

ରାହୁକାଳ- ଦିବା ୧୦.୨୩ ରୁ ୧୧.୪୪

କାଳବେଳା- ଦିବା ୧୦.୨୩ ରୁ ୧୧.୪୪

ବାରବେଳା-ଦିବା ୦୯.୦୨ ରୁ ୧୦.୨୩

କାଳରାତ୍ରି- ରାତ୍ରି ୦୮.୨୬ ରୁ ୧୦.୦୫