ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର
ଚନ୍ଦ୍ର- ମୀନ ଅହୋରାତ୍ର
ତିଥ- ୮ମୀ ଦିବା ୧୧.୧୪ ଗତେ ୯ମୀ
Also Read
ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର
ଘାତବାର- କର୍କଟ ରାଶିର
ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ
ପ୍ରାତଃ- ୦୬.୧୯ ରୁ ୦୮.୨୯
ଦିବା- ୧୦.୩୯ ରୁ ୧୧.୪୩
ଦିବା- ୦୧.୩୨ ରୁ ୦୩.୪୧
ସନ୍ଧ୍ୟା- ୦୬.୦୧ ରୁ ୦୬.୫୩
ରାତ୍ରି- ୦୮.୩୯ ରୁ ୦୩.୦୨
ନିଶାନ୍ତ- ୦୪.୪୧ ରୁ ୦୬.୨୦
ଅଶୁଭ ସମୟ
ରାହୁକାଳ - ଦିବା ୧୧.୪୩ ରୁ ୦୧.୦୫
କାଳବେଳା- ଦିବା ୦୯.୦୧ ରୁ ୧୦.୨୨
ବାରବେଳା- ଦିବା ୧୧.୪୩ ରୁ ୦୧.୦୫
କାଳରାତ୍ରି- ରାତ୍ରି ୦୩.୦୨ ରୁ ୦୪.୪୧