Panchang Today 20th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ସିଂହ  ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର-କନ୍ୟା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୨.୨୨  ଗତେ ୫ ମୀ, ଘାତ ଚନ୍ଦ୍ର- ବୃଷ ରାଶି ର ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Panchang

ଶୁଭ ସମୟ:

ପ୍ରାତଃ- ୦୫.୩୧ ରୁ ୦୯.୪୩

ଦିବା – ୦୧.୨୪ ରୁ ୦୧.୫୬

ସନ୍ଧ୍ୟା- ୦୬.୫୩ ରୁ ୦୯.୧୦ 

ରାତ୍ରି- ୧୨.୧୨ ରୁ ୦୧.୧୫

ରାତ୍ରି- ୦୨.୪୧ ରୁ ୦୩.୧୫

ଅଶୁଭ ସମୟ:

ଋାହୁକାଳ –ଦିବା ୦୪.୩୩ ରୁ ୦୬.୦୮

କାଳବେଳା – ଦିବା ୧୧.୫୦ ରୁ ୦୧.୨୪

ବାରବେଳା – ଦିବା ୧୦.୧୫ ରୁ ୧୧.୫୦

କାଳରାତ୍ରି – ରାତ୍ରି ୦୧.୧୫ରୁ ୦୨.୪୧