ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୦୧ତାରିଖ ରବିବାର । ଚନ୍ଦ୍ର-କର୍କଟ ରାତ୍ରି ୦୯.୩୭ ଗତେ ସିଂହ ।ତିଥୀ-୬ଷ୍ଠୀ ରାତ୍ରି ୦୭.୫୯ ଗତେ ୭ମୀ । ଘାତଚନ୍ଦ୍ର- ରାତ୍ରି ୦୯.୩୭ ଗତେ କର୍କଟ ଓ ମକର ରାଶିର । ଘାତବାର-ମେଷ ରାଶିର । ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୫୯ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ-
Also Read
ପ୍ରାତଃ-୦୬.୫୫ ରୁ ୦୯.୩୩
ଦିବା-୦୪.୩୩ ରୁ ୦୪.୩୯
ସନ୍ଧ୍ୟା-୦୬.୧୮ ରୁ ୦୭.୪୫
ରାତ୍ରି-୧୦.୩୯ ରୁ ୧୨.୪୯
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୩୯ ରୁ ୦୬.୧୮
କାଳବେଳା-ଦିବା ୧୧.୪୪ ରୁ ୦୧.୨୩
ବାରବେଳା- ଦିବା ୧୦.୦୬ ରୁ ୧୧.୪୪
କାଳରାତ୍ରି- ୦୧.୦୬ ରୁ ୦୨.୨୭