Panchang Today 1st Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୫ମୀ ଦିବା ୦୨.୨୮ ଗତେ ୬ଷ୍ଠୀ ।

ଆଜିର ପଞ୍ଚାଙ୍ଗ

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୫ମୀ ଦିବା ୦୨.୨୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୬.୨୫ରୁ ୦୭.୪୬

ଦିବା- ୦୯.୧୮ରୁ ୧୧.୨୮

ରାତ୍ରି- ୦୭.୫୨ରୁ ୧୦.୧୧

ରାତ୍ରି- ୦୨.୫୪ରୁ ୦୩.୪୭

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୪୬ରୁ ୦୯.୦୭

କାଳବେଳା- ପ୍ରାତଃ ୦୭.୪୬ରୁ ୦୯.୦୭

ବାରବେଳା- ଦିବା ୦୨.୩୨ରୁ ୦୩.୫୩

କାଳରାତ୍ରି- ରାତ୍ରି ୧୦.୧୧ରୁ ୧୧.୫୦