Today Panchang
ସୈାର ବିଛା ମାସ କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ରବିବାର । ଚନ୍ଦ୍ର- ମକର ଅହୋରାତ୍ର, ତିଥି- ୬ଷ୍ଠୀ ପ୍ରାତଃ ୦୭.୨୩ ଗତେ ୭ମୀ, ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷହାନିି-ଭୂମିଦାନ ପ୍ରାତଃ ୦୭.୨୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭ ସମୟ:
ପ୍ରାତଃ- ୦୬.୪୫ ରୁ ୦୮.୫୭
ଦିବା- ୧୨.୫୪ ରୁ ୦୨.୫୦
ଦିବା- ୦୩.୩୪ ରୁ ୦୩.୪୦
ରାତ୍ରି- ୦୭.୩୮ ରୁ ୦୯.୨୨
ରାତ୍ରି- ୧୧.୫୮ ରୁ ୦୧.୦୯
ରାତ୍ରି- ୦୨.୪୬ ରୁ ୦୬.୦୧
ଅଶୁଭ ସମୟ:
ରାହୁକାଳ - ଦିବା ୦୩.୪୦ ରୁ ୦୫.୦୨
କାଳବେଳା- ଦିବା ୧୧.୩୧ ରୁ ୧୨.୫୪
ବାରବେଳା- ଦିବା ୧୦.୦୯ ରୁ ୧୧.୩୧
କାଳରାତ୍ରି- ରାତ୍ରି ୦୧.୦୯ ରୁ ୦୨.୪୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698292786.jpg)