Advertisment

Panchang Today 19th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୯ ତାରିଖ  ଗୁରୁବାର । ଚନ୍ଦ୍ର- ମୀନ ଅହୋରାତ୍ର।ତିଥି - ୮ମୀ ଦିବା ୧୧.୫୫ ଗତେ ୯ମୀ।ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ – ନାସ୍ତି।

undefined

Panchang

ଶୁଭ ସମୟ –

ପ୍ରାତଃ – ୦୫.୧୨ ରୁ ୦୬.୦୪

ଦିବା – ୦୯.୩୬ ରୁ ୧୧.୨୧

ସନ୍ଧ୍ୟା – ୦୭.୦୭ ରୁ ୦୯.୧୬

ରାତ୍ରି – ୦୧.୦୯ ରୁ ୦୨.୧୯

ରାତ୍ରି – ୦୩.୪୫ ରୁ ୦୫.୧୨

ଅଶୁଭ ସମୟ - 

ରାହୁକାଳ- ଦିବା ୦୧.୨୭ ରୁ ୦୩.୦୬

କାଳବେଳା - ଦିବା ୦୩.୦୬ ରୁ ୦୪.୪୫

ବାରବେଳା- ଦିବା ୦୪.୪୫ ରୁ ୦୬.୨୩

କାଳରାତ୍ରି- ରାତ୍ରି ୧୧.୪୮ ରୁ ୦୧.୦୯

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ