ସୈାର କୁମ୍ଭମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ଅହୋରାତ୍ର, ତିଥି- ୧୦ ମୀ ଦିବା ୦୮.୫୦ ଗତେ ୧୧ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
Also Read
ଶୁଭ ସମୟ:
ପ୍ରାତଃ- ୦୬.୧୭ ରୁ ୦୭.୪୩
ଦିବା- ୦୪.୧୮ ରୁ ୦୪.୫୮
ସନ୍ଧ୍ୟା- ୦୬.୩୪ ରୁ ୦୯.୦୪
ରାତ୍ରି- ୧୨.୦୦ ରୁ ୦୨.୫୬
ଅଶୁଭ ସମୟ:
ରାହୁକାଳ- ପ୍ରାତଃ ୦୭.୪୩ ରୁ ୦୯.୦୯
କାଳବେଳା- ପ୍ରାତଃ ୦୭.୪୩ ରୁ ୦୯.୦୯
ବାରବେଳା- ଦିବା ୦୨.୫୨ ରୁ ୦୪.୧୮
କାଳରାତ୍ରି- ରାତ୍ରି ୧୦.୨୬ ରୁ ୧୨.୦୦