ଅଦ୍ୟତନ ହୋଇଛି
Today Panchang
Advertisment
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି
Advertisment
ଶୁଭ ସମୟ:
ପ୍ରାତଃ- ୦୫.୩୮ ରୁ ୦୭.୦୮
ଦିବା ୦୮.୫୧ ରୁ ୧୧.୧୬
ରାତ୍ରି – ୦୮.୦୬ ରୁ ୧୦.୧୧
ରାତ୍ରି- ୦୨.୨୭ ରୁ ୦୩.୧୫
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୦୮ ରୁ ୦୮.୩୯
କାଳ ବେଳା - ପ୍ରାତଃ ୦୭.୦୮ ରୁ ୦୮.୩୯
ବାର ବେଳା – ଦିବା ୦୨.୪୨ ରୁ ୦୪.୧୨
କାଳରାତ୍ରି –ରାତ୍ରି ୧୦.୧୧ ରୁ ୧୧.୪୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694932179.jpg)