ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ରାତ୍ରି ୧୦.୦୯ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ । ସନ୍ଧ୍ୟା ୦୫.୫୧ ଗତେ ୨-ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ଦିବା- ୦୮.୫୫ ରୁ ୧୦.୪୩
ଦିବା- ୦୪.୨୩ ରୁ ୦୫.୦୫
ସନ୍ଧ୍ୟା- ୦୫.୫୩ ରୁ ୦୬.୪୧
ରାତ୍ରି- ୦୯.୦୬ ରୁ ୧୧.୩୦
ରାତ୍ରି- ୦୧.୫୪ ରୁ ୦୩.୩୦
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୫୪ ରୁ ୦୪.୨୩
କାଳବେଳା- ଦିବା ୦୧.୨୪ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୨୫ ରୁ ୦୮.୫୫
କାଳରାତ୍ରି- ସନ୍ଧ୍ୟା ୦୭.୨୩ ରୁ ୦୮.୫୩