Panchang Today
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ବୁଧବାର । ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୩୪ ଗତେ ମୀନ । ତିଥି - ୭ମୀ ଦିବା ୦୧.୩୫ ଗତେ ୮ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର , ସନ୍ଧ୍ୟା ୦୬.୩୪ ଗତେ ଧନୁ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୩୫ ଗତେ । ୧ପାଦ- କୁଟୁମ୍ବହାନି – ତିଳକାଞ୍ଚନ ଦାନ ରାତ୍ରି ୧୨.୨୧ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୭.୫୦ ରୁ ୦୮.୨୯
ଦିବା – ୧୦.୦୮ ରୁ ୧୧.୨୧
ଦିବା – ୦୧.୫୯ ରୁ ୦୫.୩୦
ସନ୍ଧ୍ୟା – ୦୬.୨୩ ରୁ ୦୯.୫୯
ରାତ୍ରି – ୧୨.୦୯ ରୁ ୦୧.୩୫
ଅଶୁଭ ସମୟ -
ରାହୁକାଳ- ଦିବା ୧୧.୪୭ ରୁ ୦୧.୨୬
କାଳବେଳା - ଦିବା ୦୮.୨୯ ରୁ ୧୦.୦୮
ବାରବେଳା- ଦିବା ୧୧.୪୭ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୨.୩୦ ରୁ ୦୩.୫୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717035938.jpg)