Panchang Today 18th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୩ଶୀ ପ୍ରାତଃ ୦୫.୫୧ ଗତେ ୧୪ଶୀ ରାତ୍ରି ୦୩.୦୫ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର ।

Panchanga

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୩ଶୀ ପ୍ରାତଃ ୦୫.୫୧ ଗତେ ୧୪ଶୀ ରାତ୍ରି ୦୩.୦୫ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ।

ଶୁଭ ସମୟ

ପ୍ରାତଃ-୦୫.୩୧ ରୁ ୦୯.୪୪

ଦିବା- ୦୧.୨୫ ରୁ ୦୧.୫୬

ସନ୍ଧ୍ୟା- ୦୬.୫୪ ରୁ ୦୯.୧୧

ରାତ୍ରି-୧୨.୧୩ ରୁ ୦୧.୧୫

ରାତ୍ରି-୦୨.୪୧ ରୁ ୦୩୧୫

ଅଶୁଭ ସମୟ

ରାହୁକାଳ- ଦିବା ୦୪.୩୪ ରୁ ୦୬.୦୯

କାଳବେଳା- ଦିବା ୧୧.୫୦ ରୁ ୦୧.୨୫

ବାରବେଳା- ଦିବା ୧୦.୧୫ ରୁ ୧୧.୫୦

କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୧