Advertisment

Panchang Today 17th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭  ତାରିଖ ଶନିବାର । ଚନ୍ଦ୍ର-ଧନୁ ରାତ୍ରି୧୨.୦୨ ଗତେ ମକର। ତିଥୀ-୪ର୍ଥୀ (ମଳ) ପ୍ରାତଃ ୦୫.୧୩ ଗତେ ୫ମୀ।ଘାତଚନ୍ଦ୍ର-ତୁଳା ଓ କୁମ୍ଭ ରାଶିର ରାତ୍ରି ୧୨.୦୨ ଗତେ ସିଂହ ରାଶିର।

undefined

Panchang

Advertisment

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୭  ତାରିଖ ଶନିବାର । ଚନ୍ଦ୍ର-ଧନୁ ରାତ୍ରି୧୨.୦୨ ଗତେ ମକର। ତିଥୀ-୪ର୍ଥୀ (ମଳ) ପ୍ରାତଃ ୦୫.୧୩ ଗତେ ୫ମୀ।ଘାତଚନ୍ଦ୍ର-ତୁଳା ଓ କୁମ୍ଭ ରାଶିର ରାତ୍ରି ୧୨.୦୨ ଗତେ ସିଂହ ରାଶିର। ଘାତବାର-ବୃଷ,ସିଂହ, ଓ କନ୍ୟା ରାଶିର।ପୁଷ୍କର ଦୋଷ –୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୫.୪୩ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।

Advertisment

ଶୁଭସମୟ-

ଦିବା-୧୦.୦୫ ରୁ ୧୨.୦୯

ଦିବା-୦୨.୫୭ ରୁ ୦୩.୩୬

ରାତ୍ରି-୦୭.୩୪ ରୁ ୦୭.୪୦

ରାତ୍ରି-୧୧.୨୦ ରୁ ୦୧.୩୩

ରାତ୍ରି-୦୩.୦୧ ରୁ ୦୩.୫୧

ଅଶୁଭସମୟ-

ରାହୁକାଳ- ଦିବା ୦୮.୨୮ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୧୪ ରୁ ୦୬.୫୧, ଦିବା ୦୪.୩୪ ରୁ ୦୬.୧୨

ବାରବେଳା- ଦିବା ୦୧.୨୦ ରୁ ୦୨.୫୭

କାଳରାତ୍ରି- ସନ୍ଧ୍ୟା ୦୬.୧୨ ରୁ ୦୭.୩୪ ଓ ରାତ୍ରି ୦୩.୫୧ ରୁ ୦୫.୧୩

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ