Panchang
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୭ ତାରିଖ ମଙ୍ଗଳବାର ।
ଚନ୍ଦ୍ର- କୁମ୍ଭ ଅହୋରାତ୍ର
ତିଥି - ୬ଷ୍ଠୀ ଦିବା ୦୨.୪୬ ଗତେ ୭ମୀ
ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶୀର ଅହୋରାତ୍ର
ଘାତବାର- ମକର ରାଶିର
ପୁଷ୍କର ଦୋଷ – ୧ପାଦ - କୃଷିହାନି – ଭୂମଦାନ ଦିବା ୦୨.୪୬ ଗତେ ୨ପାଦ - କୃଷି ଓ ପଶୁହାନି-
ଭୂମି ଓ ଅନ୍ନଦାନ ରାତ୍ରି ୦୧.୦୦ ଗତେ ୩ପାଦ - କୃଷି , ପଶୁ ଓ ବଂଶହାନି – ଭୂମି ,ଅନ୍ନ ଓ ତିଳକାଞ୍ଚନ ଦାନ
ଶୁଭ ସମୟ –
ପ୍ରାତଃ – ୦୫.୧୧ ରୁ ୦୬.୫୦
ଦିବା – ୦୯.୩୫ ରୁ ୧୨.୧୪
ଦିବା – ୦୪.୪୪ ରୁ ୦୫.୩୦
ସନ୍ଧ୍ୟା – ୦୬.୨୩ ରୁ ୦୭.୦୬
ରାତ୍ରି – ୦୯.୦୫ ରୁ ୦୯.୫୯
ରାତ୍ରି – ୧୨.୦୯ ରୁ ୦୨.୧୮
ଅଶୁଭ ସମୟ -
ରାହୁକାଳ- ଦିବା ୦୩.୦୫ ରୁ ୦୪.୪୪
କାଳବେଳା - ଦିବା ୦୧.୨୬ ରୁ ୦୩.୦୫
ବାରବେଳା- ପ୍ରାତଃ ୦୬.୫୦ ରୁ ୦୮.୨୯
କାଳରାତ୍ରି- ରାତ୍ରି ୦୭.୪୪ ରୁ ୦୯.୦୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)