Panchang Today 17th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ଶନିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୮ମୀ ଦିବା ୦୮.୧୬ ଗତେ ୯ମୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଜାଣନ୍ତୁ ଆପଣଙ୍କ ଶୁଭ ସମୟ...

ଆଜିର ପଞ୍ଚାଙ୍ଗ

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୭ ତାରିଖ ଶନିବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୮ମୀ ଦିବା ୦୮.୧୬ ଗତେ ୯ମୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୪୭ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ଦିବା-୧୦.୩୫ରୁ ୦୧.୦୯

ରାତ୍ରି- ୦୮.୧୪ରୁ ୧୦.୪୫

ରାତ୍ରି- ୧୨.୨୫ରୁ ୦୨.୦୬

ରାତ୍ରି- ୦୨.୫୬ରୁ ୦୪.୩୭

ଅଶୁଭ ସମୟ

ରାହୁକାଳ- ଦିବା ୦୯.୦୯ରୁ ୧୦.୩୫

କାଳବେଳା- ପ୍ରାତଃ ୦୬.୧୮ରୁ ୦୭.୪୪ ଓ ଦିବା ୦୪.୧୭ ରୁ ୦୫.୪୩

ବାରବେଳା- ଦିବା ୦୧.୨୬ରୁ ୦୨.୫୧

କାଳରାତ୍ରି- ସନ୍ଧ୍ୟା ୦୫.୪୩ରୁ ୦୭.୧୭ ଓ ନିଶାନ୍ତ ୦୪.୪୩ ରୁ ୦୬.୧୮