Panchang Today 17th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଚନ୍ଦ୍ର-ମିଥୁନ ସନ୍ଧ୍ୟା ୦୬.୪୮ ଗତେ କର୍କଟ,ତିଥି-୨ୟା ଦିବା ୧୦.୫୬ ଗତେ ୩ୟା,ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୪୮ ପର୍ଯ୍ୟନ୍ତ,ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦିବା ୧୦.୫୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ–୦୬.୧୮ ରୁ ୦୭.୦୧

ଦିବା-୦୯.୦୦ ରୁ ୧୧.୨୧

ସନ୍ଧ୍ୟା-୦୫.୦୭ ରୁ ୦୬.୪୬

ରାତ୍ରି-୦୮.୨୫ ରୁ ୦୮.୩୮

ରାତ୍ରି-୦୯.୩୧ ରୁ ୧୨.୦୯

ରାତ୍ରି-୦୧.୫୫ ରୁ ୦୩.୪୦

ନିଶାନ୍ତ-୦୪.୩୩ ରୁ ୦୬.୧୯

ଅଶୁଭସମୟ:

ରାହୁକାଳ- ଦିବା ୦୨.୨୫ ରୁ ୦୩.୪୬

କାଳବେଳା- ଦିବା ୦୧.୦୩ ରୁ ୦୨.୨୫

ବାରବେଳା-ପ୍ରାତଃ ୦୭.୩୯ ରୁ ୦୯.୦୦

କାଳରାତ୍ରି- ସନ୍ଧ୍ୟା ୦୬.୪୬ ରୁ ୦୮.୨୫