Panchang Today 17th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୪୪ ଗତେ ମିଥୁନ ଓ ମୀନ ରାଶିର ଘାତବାର- ମେଷ ରାଶିର   ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ

Today Panchang

ସୌର ଧନୁମାସ  ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ  ରବିବାର । ଚନ୍ଦ୍ର- ମକର ଦିବା ୦୩.୪୪ ଗତେ କୁମ୍ଭ । ତିଥି- ୫ମୀ ସନ୍ଧ୍ୟା ୦୫.୩୩ ଗତେ ୬ଷ୍ଠୀ ।

ଘାତଚନ୍ଦ୍ର- ସିଂହ ରାଶିର, ଦିବା ୦୩.୪୪ ଗତେ ମିଥୁନ ଓ ମୀନ ରାଶିର

ଘାତବାର- ମେଷ ରାଶିର  

ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ

ପ୍ରାତଃ- ୦୭.୦୧ ରୁ ୦୯.୧୧ 
ଦିବା- ୦୧.୦୩ ରୁ ୦୨.୫୭
ଦିବା- ୦୩.୪୦ ରୁ ୦୩.୪୫
ରାତ୍ରି- ୦୭.୪୫ ରୁ ୦୯.୩୦ 
ରାତ୍ରି- ୧୨.୦୯ ରୁ ୦୧.୨୧
ରାତ୍ରି- ୦୩.୦୦ ରୁ ୦୬.୧୮

ଅଶୁଭ ସମୟ

ରାହୁକାଳ - ଦିବା ୦୩.୪୫ ରୁ ୦୫.୦୬
କାଳବେଳା- ଦିବା ୧୧.୪୨ ରୁ ୦୧.୦୩                                                                                                 
ବାରବେଳା- ଦିବା ୧୦.୨୧ ରୁ ୧୧.୪୨
କାଳରାତ୍ରି- ରାତ୍ରି ୦୧.୨୧ ରୁ ୦୩.୦୦