Panchang Today 16th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର ।  ଚନ୍ଦ୍ର- କନ୍ୟା ରାତ୍ରି ୦୧.୧୫ ଗତେ ତୁଳା । ତିଥି- ୨ୟା ଦିବା ୦୪.୫୮ ଗତେ ୩ୟା । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୧୫ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର ।

Panchang

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର ।  ଚନ୍ଦ୍ର- କନ୍ୟା ରାତ୍ରି ୦୧.୧୫ ଗତେ ତୁଳା । ତିଥି- ୨ୟା ଦିବା ୦୪.୫୮ ଗତେ ୩ୟା । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୧୫ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୪.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ- 

ପ୍ରାତଃ- ୦୫.୫୭ ରୁ ୦୯.୫୬

ଦିବା- ୦୧.୨୪ ରୁ ୦୧.୫୪
ସନ୍ଧ୍ୟା- ୦୬.୪୧ ରୁ ୦୯.୦୬
ରାତ୍ରି- ୧୨.୧୯ ରୁ ୦୧.୨୫
ରାତ୍ରି- ୦୨.୫୫ ରୁ ୦୩.୩୨

ଅଶୁଭ ସମୟ-

ରାହୁକାଳ- ଦିବା ୦୪.୨୩ ରୁ ୦୫.୫୨
କାଳବେଳା- ଦିବା ୧୧.୫୫ ରୁ ୦୧.୨୪
ବାରବେଳା- ଦିବା ୧୦.୨୬ ରୁ ୧୧.୫୫
କାଳରାତ୍ରି- ରାତ୍ରି ୦୧.୨୫ ରୁ ୦୨.୫୫