Panchang Today 16th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ପୁଷ୍କର ଦୋଷ- ଦିବା ୧୨.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

Panchang

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ସୋମବାର । ଚନ୍ଦ୍ର-ମିଥୁନ ଅହୋରାତ୍ର। ତିଥି-ପ୍ରତିପଦ ଦିବା ୧୨.୨୭ ଗତେ ୨ୟା । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ପୁଷ୍କର ଦୋଷ- ଦିବା ୧୨.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

ପ୍ରାତଃ–୦୬.୧୭ ରୁ ୦୭.୩୯

ଦିବା-୦୯.୧୦ ରୁ ୧୧.୨୦

ରାତ୍ରି-୦୭.୪୫ ରୁ ୧୦.୦୩

ରାତ୍ରି-୦୨.୪୭ ରୁ ୦୩.୪୦

ଅଶୁଭ ସମୟ-

ରାହୁକାଳ- ପ୍ରାତଃ ୦୭.୩୯ ରୁ ୦୯.୦୦

କାଳବେଳା- ପ୍ରାତଃ ୦୭.୩୯ ରୁ ୦୯.୦୦

ବାରବେଳା- ଦିବା ୦୨.୨୪ ରୁ ୦୩.୪୫

କାଳରାତ୍ରି- ରାତ୍ରି ୧୦.୦୩ ରୁ ୧୧.୪୨