Panchang
Advertisment
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୩ୟା ଦିବା ୦୧.୧୭ ଗତେ ୪ର୍ଥୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ- ୦୫.୩୧ ରୁ ୦୭.୧୧
ଦିବା- ୧୦.୧୨ ରୁ ୧୧.୨୧
ଦିବା- ୦୧.୫୧ ରୁ ୦୫.୧୧
ସନ୍ଧ୍ୟା- ୦୬.୪୭ ରୁ ୧୦.୩୭
ରାତ୍ରି- ୦୧.୪୧ ରୁ ୦୨.୩୮
ରାତ୍ରି- ୦୪.୦୪ ରୁ ୦୫.୩୦
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୪୬ ରୁ ୦୧.୨୦
କାଳବେଳା- ଦିବା ୦୮.୩୯ ରୁ ୧୦.୧୨
ବାରବେଳା- ଦିବା ୧୧.୪୬ ରୁ ୦୧.୨୦
କାଳରାତ୍ରି- ସନ୍ଧ୍ୟା ୦୨.୩୮ ରୁ ୦୪.୦୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)