Panchang
Advertisment
ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ଦିବା ୦୨.୦୭ ଗତେ ଧନୁ । ତିଥି- ୩ୟା ରାତ୍ରି ୦୪.୦୩ ଗତେ ୪ର୍ଥୀ ।
ଘାତଚନ୍ଦ୍ର-ଦିବା ୦୨.୦୭ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର-ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ –ନାସ୍ତି ।
Advertisment
ଶୁଭ ସମୟ-
ପ୍ରାତଃ-୦୫.୧୪ ରୁ ୦୬.୦୬
ଦିବା-୦୯.୩୩ ରୁ ୧୧.୧୭
ସନ୍ଧ୍ୟା-୦୬.୫୫ ରୁ ୦୯.୦୮
ରାତ୍ରି-୦୧.୦୫ ରୁ ୦୨.୧୭
ରାତ୍ରି-୦୩.୪୫ ରୁ ୦୫.୧୪
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୨୦ ରୁ ୦୨.୫୭
କାଳବେଳା- ଦିବା ୦୨.୫୭ ରୁ ୦୪.୩୪
ବାରବେଳା-ଦିବା ୦୪.୩୪ ରୁ ୦୬.୧୧
କାଳରାତ୍ରି- ରାତ୍ରି ୧୧.୪୨ ରୁ ୦୧.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)