Panchang
Advertisment
ସୈାର ବୃଷ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ରବିବାର । ଚନ୍ଦ୍ର- ମକର ଅହୋରାତ୍ର। ତିଥି - ୪ର୍ଥୀ ଦିବା ୦୩.୫୧ ଗତେ ୫ମୀ।
ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ- କୃଷିହାନି-ଭୂମିଦାନ।
ଶୁଭ ସମୟ –
ପ୍ରାତଃ – ୦୬.୫୬ ରୁ ୦୯.୩୫
ଦିବା – ୦୧.୨୬ ରୁ ୦୨.୫୧
ଦିବା – ୦୪.୩୭ ରୁ ୦୪.୪୪
ସନ୍ଧ୍ୟା – ୦୬.୨୨ ରୁ ୦୭.୪୯
ରାତ୍ରି – ୧୦.୪୨ ରୁ ୧୨.୫୨
ଅଶୁଭ ସମୟ-
ରାହୁକାଳ- ଦିବା ୦୪.୪୪ ରୁ ୦୬.୨୨
କାଳବେଳା- ଦିବା ୧୧.୪୭ ରୁ ୦୧.୨୬
ବାରବେଳା- ଦିବା ୧୦.୦୮ ରୁ ୧୧.୪୭
କାଳରାତ୍ରି- ରାତ୍ରି ୦୧.୦୮ ରୁ ୦୨.୨୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)