Advertisment

Panchang Today 15th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

ଅଦ୍ୟତନ ହୋଇଛି
Panchang

Panchang

Advertisment

ସୌର ଧନୁ ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର । ଚନ୍ଦ୍ର-ବୃଷ ଦିବା ୦୩.୦୪ଗତେ ମିଥୁନ,ତିଥି-ପୂର୍ଣ୍ଣିମା ଦିବା ୦୨.୩୧ଗତେ ପ୍ରତିପଦ, ଘାତଚନ୍ଦ୍ର- ବିଛା ରାଶିର, ଦିବା ୦୩.୦୪ ଗତେ କନ୍ୟା ରାଶିର,ଘାତବାର-ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Advertisment

ଶୁଭସମୟ:

ପ୍ରାତଃ–୦୭.୦୦ ରୁ ୦୯.୧୦

ଦିବା-୦୧.୦୨ ରୁ ୦୨.୫୬

ରାତ୍ରି-୦୭.୪୪ ରୁ ୦୯.୩୦

ରାତ୍ରି-୧୨.୦୮ ରୁ ୦୧.୫୪

ରାତ୍ରି-୦୨.୪୬ ରୁ ୦୬.୧୭

ଅଶୁଭସମୟ:

ରାହୁକାଳ- ଦିବା ୦୩.୪୫ ରୁ ୦୫.୦୬

କାଳବେଳା- ଦିବା ୧୧.୪୧ ରୁ ୦୧.୦୨

ବାରବେଳା- ଦିବା ୧୦.୨୦ ରୁ ୧୧.୪୧

କାଳରାତ୍ରି- ରାତ୍ରି ୦୧.୨୧ ରୁ ୦୩.୦୦

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ