ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର – ସିଂହ ଅହୋରାତ୍ର, ତିଥି – ଅମାବାସ୍ୟା ଅହୋରାତ୍ର, ଘାତ ଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ନିଶାନ୍ତ ୦୪.୫୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Also Read
ଶୁଭ ସମୟ:
ପ୍ରାତଃ – ୦୫.୩୭ ରୁ ୦୭.୧୪
ଦିବା – ୧୦.୨୯ ରୁ ୧୨.୫୫
ରାତ୍ରି - ୦୨.୨୮ ରୁ ୦୩.୧୫
ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭ ସମୟ:
ଋାହୁକାଳ – ଦିବା ୦୧.୧୩ ରୁ ୦୨.୪୪
କାଳବେଳା – ଦିବା ୦୨.୪୪ ରୁ ୦୪.୧୫
ବାରବେଳା – ଦିବା ୦୪.୧୫ ରୁ ୦୫.୪୭
କାଳ ରାତ୍ରି – ରାତ୍ରି ୧୧.୪୨ ରୁ ୦୧.୧୧