Advertisment

Panchang Today 14th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୪ ତାରିଖ ଶନିବାର । ଚନ୍ଦ୍ର- ଧନୁ ପ୍ରାତଃ ୦୫.୩୮ ଗତେ ମକର। ତିଥି - ୩ୟା ଦିବା ୦୩.୪୭ ଗତେ ୪ର୍ଥୀଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ପ୍ରାତଃ ୦୫.୩୮ ଗତେ ସିଂହ ରାଶିର।

undefined

Panchang

Advertisment

ସୈାର ବୃଷ ମାସ  ଆଷାଢ କୃଷ୍ଣପକ୍ଷ। ଇଂରାଜୀ ୧୪ ତାରିଖ ଶନିବାର । ଚନ୍ଦ୍ର- ଧନୁ ପ୍ରାତଃ ୦୫.୩୮ ଗତେ ମକର। ତିଥି - ୩ୟା ଦିବା ୦୩.୪୭ ଗତେ ୪ର୍ଥୀଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ପ୍ରାତଃ ୦୫.୩୮ ଗତେ ସିଂହ ରାଶିର। ଘାତବାର- ବୃଷ ,ସିଂହ ଓ କନ୍ୟା ରାଶିର।ପୁଷ୍କର ଦୋଷ – ୨ପାଦ- କୃଷି ଓ ବଂଶହାନି – ଭୂମି ଓ ତିଳକାଞ୍ଚନ ଦାନ । ରାତ୍ରି ୧୨.୨୧ ଗତେ ୧ପାଦ- କୃଷିହାନି-ଭୂମିଦାନ।

Advertisment

ଶୁଭ ସମୟ –

ଦିବା – ୧୦.୦୮ ରୁ ୧୨.୧୩

ଦିବା – ୦୩.୦୪ ରୁ ୦୩.୪୪

ରାତ୍ରି – ୦୭.୪୩ ରୁ ୦୭.୪୯

ରାତ୍ରି – ୧୧.୨୫ ରୁ ୦୧.୩୫

ରାତ୍ରି – ୦୩.୦୧ ରୁ ୦୩.୫୦

ଅଶୁଭ ସମୟ

ରାହୁକାଳ- ଦିବା ୦୮.୨୯ ରୁ ୧୦.୦୮

କାଳବେଳା- ପ୍ରାତଃ ୦୫.୧୧ ରୁ ୦୬.୫୦ ଓ ଦିବା ୦୪.୪୩ ରୁ ୦୬.୨୨

ବାରବେଳା- ଦିବା ୦୧.୨୫ ରୁ ୦୩.୦୪

କାଳରାତ୍ରି- ସନ୍ଧ୍ୟା ୦୬.୨୨ ରୁ ୦୭.୪୩ ଓ ରାତ୍ରି ୦୩.୫୦ ରୁ ୦୫.୧୧

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ