Astrospeak
  • Live TV
  • Read In English

Panchang Today 14th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୮.୨୫ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି ।

Panchang
Panchang

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୪ ତାରିଖ ସୋମବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ପ୍ରତିପଦ ଦିବା ୦୮.୨୫ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୮.୨୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୧୩ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-

ପ୍ରାତଃ- ୦୫.୩୩ ରୁ ୦୭.୦୬

ଦିବା- ୧୦.୩୨ ରୁ ୦୧.୦୧

ଦିବା- ୦୪.୨୭ ରୁ ୦୫.୧୦

ସନ୍ଧ୍ୟା- ୦୬.୪୬ ରୁ ୦୯.୦୫

ରାତ୍ରି- ୧୧.୪୬ ରୁ ୦୨.୨୮

ଅଶୁଭ ସମୟ-

ରାହୁକାଳ- ପ୍ରାତଃ ୦୭.୦୬ ରୁ ୦୮.୪୦

କାଳବେଳା- ପ୍ରାତଃ ୦୭.୦୬ ରୁ ୦୮.୪୦

ବାରବେଳା- ଦିବା ୦୨.୫୩ ରୁ ୦୪.୨୭

କାଳରାତ୍ରି- ରାତ୍ରି ୧୦.୨୦ ରୁ ୧୧.୪୬