Panchang Today 13th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ରାତ୍ରି ୦୩.୨୨ ଗତେ ମକର । ତିଥି- ୧୦ମୀ ରାତ୍ରି ୧୦.୩୦ ଗତେ ୧୧ଶୀ ।

Panchang

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ରାତ୍ରି ୦୩.୨୨ ଗତେ ମକର । ତିଥି- ୧୦ମୀ ରାତ୍ରି ୧୦.୩୦ ଗତେ ୧୧ଶୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ରାତ୍ରି ୦୩.୨୨ ଗତେ ସିଂହ ରାଶିର । ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୩୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।

ଶୁଭ ସମୟ

ପ୍ରାତଃ - ୦୫.୩୭ ରୁ ୦୬.୨୫

ପ୍ରାତଃ - ୦୭.୧୪ ରୁ ୦୮.୩୯

ଦିବା- ୧୨.୦୬ ରୁ ୦୨.୩୨

ଦିବା- ୦୪.୧୦ ରୁ ୦୫.୪୭

ସନ୍ଧ୍ୟା- ୦୭.୨୨ ରୁ ୦୮.୪୪

ରାତ୍ରି- ୦୧.୪୦ ରୁ ୦୪.୦୨

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୧ ରୁ ୧୧.୪୨

କାଳବେଳା- ଦିବା ୧୦.୧୧ ରୁ ୧୧.୪୨

ବାରବେଳା- ଦିବା ୦୮.୩୯ ରୁ ୧୦.୧୧

କାଳରାତ୍ରି- ରାତ୍ରି ୦୮.୪୪ ରୁ ୧୦.୧୩