Advertisment

Panchang Today 13th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ଅହୋରାତ୍ର ।

ଅଦ୍ୟତନ ହୋଇଛି
undefined

Panchang

Advertisment

କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୧୪ଶୀ ଦିବା ୧୦.୩୬ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ନାସ୍ତି

Advertisment

ଶୁଭ ସମୟ- 

ପ୍ରାତଃ- ୦୬.୦୦ ରୁ ୦୭.୩୫
ଦିବା- ୧୦.୪୫ ରୁ ୦୧.୦୭
ରାତ୍ରି- ୦୨.୪୫ ରୁ ୦୩.୩୪

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୫ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୩
ବାରବେଳା- ଦିବା ୦୪.୨୩ ରୁ ୦୫.୫୨
କାଳରାତ୍ରି- ରାତ୍ରି ୧୧.୫୫ ରୁ ୦୧.୨୬ 

Astrology Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ